ପଦାକୁ ଆସିଲା ପାଣ୍ଡିଆନଙ୍କ ଦରମା | Odisha Reporter
ସରକାରୀ ଅଫିସର, କ୍ୟାବିନେଟ ରାଙ୍କ୍, ଦଳୀୟ କାର୍ଯ୍ୟ, ସରକାରୀ ଦରମା ! ସବୁ ଆଇନକାନୁନ୍ ଉପରେ ଯେମିତି ମିଳିଛି ଭିକେ ପାଣ୍ଡିଆନଙ୍କୁ କ୍ଷମତା। ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ଦାୟିତ୍ବ ବଣ୍ଟନ ନେଇ ସାରା ରାଜ୍ୟରେ ଚର୍ଚ୍ଚା। ବିଜେପି କହିଛି- ଅଭିଯୋଗ ପରେ 5ଟି ଅଧ୍ୟକ୍ଷ ପଦରୁ ହଟିଛନ୍ତି ପାଣ୍ଡିଆନ୍। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
