‘ମୁଖ୍ୟମନ୍ତ୍ରୀଙ୍କ ସଙ୍କେତ, ପାଣ୍ଡିଆନ୍ ରାଜନୀତିରେ ରହିବେ’

ଆଇଏଏସ୍ ଚାକିରିରୁ ଭିକେ ପାଣ୍ଡିଆନ୍‌ ଭିଆରଏସ୍‌ ନେବା ଓ କ୍ୟାବିନେଟ୍‌ ପାହ୍ୟା ପାଇବା ପ୍ରସଙ୍ଗରେ ବରିଷ୍ଠ ସମ୍ବାଦିକ ରବି ଦାସଙ୍କ ପ୍ରତିକ୍ରିୟା।

Manoj Swain
  • Published: Wednesday, 25 October 2023
  • Updated: 25 October 2023, 12:27 PM IST

Sports

Latest News

ଆଇଏଏସ୍ ଚାକିରିରୁ ଭିକେ ପାଣ୍ଡିଆନ୍‌ ଭିଆରଏସ୍‌ ନେବା ଓ କ୍ୟାବିନେଟ୍‌ ପାହ୍ୟା ପାଇବା ପ୍ରସଙ୍ଗରେ ବରିଷ୍ଠ ସମ୍ବାଦିକ ରବି ଦାସଙ୍କ ପ୍ରତିକ୍ରିୟା। କହିଲେ, ମୁଖ୍ୟମନ୍ତ୍ରୀଙ୍କ ସଙ୍କେତ, ପାଣ୍ଡିଆନ୍ ରାଜନୀତିରେ ରହିବେ, ଭିକେ ପାଣ୍ଡିଆନ ଓଡ଼ିଶାରେ ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଭୂମିକାରେ କାମ କରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos