‘ମୁଖ୍ୟମନ୍ତ୍ରୀଙ୍କ ସଙ୍କେତ , ପାଣ୍ଡିଆନ୍ ରାଜନୀତିରେ ରହିବେ’ | Odisha Reporter
Advertisment
ଆଇଏଏସ୍ ଚାକିରିରୁ ଭିକେ ପାଣ୍ଡିଆନ୍ ଭିଆରଏସ୍ ନେବା ଓ କ୍ୟାବିନେଟ୍ ପାହ୍ୟା ପାଇବା ପ୍ରସଙ୍ଗରେ ବରିଷ୍ଠ ସମ୍ବାଦିକ ରବି ଦାସଙ୍କ ପ୍ରତିକ୍ରିୟା। କହିଲେ, ମୁଖ୍ୟମନ୍ତ୍ରୀଙ୍କ ସଙ୍କେତ, ପାଣ୍ଡିଆନ୍ ରାଜନୀତିରେ ରହିବେ, ଭିକେ ପାଣ୍ଡିଆନ ଓଡ଼ିଶାରେ ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଭୂମିକାରେ କାମ କରିବେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us