Advertisment

ବଦଳିଗଲା ଗୁଲାମଙ୍କ ଭାଷା!

କଂଗ୍ରେସରୁ ଅଲଗା ହୋଇ ଡେମୋକ୍ରେଟିକ ଆଜାଦ ପାର୍ଟି ଗଠନ କରିଥିବା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ସ୍ୱରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି। କଂଗ୍ରେସ ଦଳ ଭିତରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନଥିବା କଥା କହି ସେ ଗତ ବର୍ଷ ନିଜେ ଅଲଗା ହୋଇଯାଇଥିଲେ। ନିଜର ଅସନ୍ତୋଷ ଝାଡ଼ି ସେ ସେତେବେଳେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଏକ ଲମ୍ୱା ଚଉଡ଼ା ଚିଠି ଲେଖିଥିଲେ। ଆଜାଦ କଂଗ୍ରେସ ଛାଡ଼ିବା ପରେ ବିଜେପି ମୁହାଁ ହୋଇପାରନ୍ତି ବୋଲି ସେତେବେଳେ ଖୁବ୍ ଚର୍ଚ୍ଚା ହୋଇଥିଲା।

author-image
Debendra Prusty

Odisha Congress Jammu Kashmir Ghulam Nabi Azad