ମନ୍ତ୍ରୀଙ୍କୁ ହଟାଇବା ପାଇଁ ନିଷ୍ପତ୍ତି ନେଲେ ବିଜେଡି କର୍ମୀ | BJD Workers Go Against Elected BJD Ministers
Advertisment
ବିଜେଡି କର୍ମୀ ବୁଝିଗଲେଣି ଯାହାଙ୍କୁ ଗାଦିରେ ବସାଇଲେ ସେ କାମକୁ ନୁହେଁ। ବିଜେଡି ବିଧାୟକ ତଥା ମନ୍ତ୍ରୀଙ୍କୁ ଜୋରଦାର ବିରୋଧ କଲେ ବିଜେଡି କର୍ମୀ। ଲୋକଙ୍କ ସମସ୍ୟା ବୁଝିବେ କଣ ? ତାଙ୍କୁ ଘାରିଛି ଗାଦି ଲୋଭ। ବିଜେଡି କର୍ମୀ ନୁହେଁ ସାଧାରଣ ଲୋକେ ବି ବୁଝିଗଲେଣି ଯେ, ଯାହାଙ୍କୁ ଗାଦିରେ ବସାଇଲେ ସେ କୌଣସି କାମକୁ ନୁହେଁ। ତେଣୁ ତାଙ୍କୁ ହଟାଇ ନୂଆ ବ୍ୟକ୍ତିଙ୍କୁ ଗାଦିରେ ବସାଇବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us