ଟଙ୍କା ବଣ୍ଟା ପର୍ବ, ସ୍କାନରରେ ଏସଏଚଜି |Cash Distribution For Election | Vote For Note |SHG |OR
କିଏ ଦେଉଛି ଆଉ କାହିଁକି ଦେଉଛି ଟଙ୍କା ? ଭୋଟ ପୂର୍ବରୁ ସ୍ୱୟଂ ସହାୟକ ମହିଳା ଓ ଅଙ୍ଗନବାଡି ଟଙ୍କା ବାଣ୍ଟୁଥିବାର ସାଂଘାତିକ ଅଭିଯୋଗ ଆସିଛି। ରାଜଧାନୀ ସମେତ ଖୋର୍ଦ୍ଧା, କଟକ ଓ କେନ୍ଦ୍ରାପଡା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଭିଡିଓ ବୁଲୁଛି। ରାଜଧାନୀର ନୟାପଲ୍ଲୀ, ବରମୁଣ୍ଡା ଓ ପଟିଆ ଭଳି ପ୍ରମୁଖ ସ୍ଥାନରେ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି। କିଛି ମହିଳା ନିଜ ମୋବାଇଲ ମେସେଜ ଆମକୁ ଦେଖାଇଥିଲେ ମଧ୍ୟ ନିଜ ନାଁକୁ ଗୋପନ ରଖିବାକୁ କହିଛନ୍ତି ନୟାପଲ୍ଲୀର ଜଣେ ମହିଳା। ସେପଟେ ବରମୁଣ୍ଡା ରୁଚିକା ମାର୍କେଟରେ ବି ସମାନ ସ୍ଥିତି। ଏପରିକି ମେସେଜକୁ ନଦେଖାଇବାକୁ ସମ୍ପୃକ୍ତ ମହିଳା ଅନୁରୋଧ କରିଥିବାରୁ ଆମେ ତାହା ଦେଖାଇ ପାରୁ ନାହୁଁ। ଦେଖନ୍ତୁ ପୂରା ରିପୋର୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us