Advertisment

ଜନତାଙ୍କ ପ୍ରଶ୍ନରେ ଘାଇଲା ନେତା

ଜନତାଙ୍କ ପ୍ରଶ୍ନରେ ଘାଇଲା ନେତା । ଉଦଘାଟନୀ ଉତ୍ସବକୁ ଆସି ବିଧାୟକ ହଟହଟା । ୫ ବର୍ଷରେ ୧୫ କୋଟିର ହିସାବ ମାଗିଲେ ଭୋଟର ।

Advertisment

ଜନତାଙ୍କ ପ୍ରଶ୍ନରେ ଘାଇଲା ନେତା । ଉଦଘାଟନୀ ଉତ୍ସବକୁ ଆସି ବିଧାୟକ ହଟହଟା । ୫ ବର୍ଷରେ ୧୫ କୋଟିର ହିସାବ ମାଗିଲେ ଭୋଟର । ନେତା କହିଲେ ରାସ୍ତା କରିନି ହେଲେ ମନ୍ଦିର ତୋଳିଛି । ପଞ୍ଚାୟତ ଟଙ୍କା ବ୍ଲକରେ ପଡିଛି, ସରପଞ୍ଚ ହାତ ଟେକି ବସିଛି ।

Advertisment
Odisha BjD Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe