Advertisment

'ଶେଷ ଥର ପାଇଁ ସାଂସଦ ଭାବେ ଲଢ଼ିବାକୁ ଚାହୁଁଛି'

ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ପରେ ପ୍ରତିକ୍ରିୟା ଦେଲେ ଜୁଏଲ ଓରାମ।

Advertisment

ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ପରେ ପ୍ରତିକ୍ରିୟା ଦେଲେ ଜୁଏଲ ଓରାମ। କହିଲେ, ଶେଷ ଥର ପାଇଁ ସାଂସଦ ଭାବେ ଲଢିବାକୁ ଚାହୁଁଛି। ବିରୋଧୀଙ୍କ ଚର୍ଚ୍ଚା ଫରକ ପକାଇବ ନାହିଁ। ଯଦି କେନ୍ଦ୍ର ଚାହେଁ, ତେବେ ବିଧାନସଭା ଲଢ଼ିବା ବିଷୟରେ ଚିନ୍ତା କରିବି।

Advertisment
Bjp Jual Oram Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe