ସବୁ କ୍ଷମତାକୁ ଜଣଙ୍କ ହାତରେ ରଖିବା ପାଇଁ ତିଆରି ହୋଇଥିଲା କି 5T ?

ଅଭିଯୋଗ ଶୁଣିବା ନାଁରେ ସବୁ ଜିଲ୍ଲାପାଳ ସଭାସ୍ଥଳକୁ ଲୋକଙ୍କୁ ବୁହାଉଥିଲେ। ହେଲେ ଏବେ ଜିଲ୍ଲାପାଳ ମାନେ କହୁଛନ୍ତି, ଖର୍ଚ୍ଚ ନେଇ ସେମାନଙ୍କ ପାଖରେ ସୂଚନା ନାହିଁ। ସିଏମଓ କିମ୍ବା ଜିଲ୍ଲାପାଳଙ୍କ ପାଖରେ ଖର୍ଚ୍ଚ ନେଇ କୌଣସି ସୂଚନା ରହୁନଥିଲା।

Manoj Swain
  • Published: Wednesday, 19 June 2024
  • Updated: 19 June 2024, 11:53 AM IST

ଚାକିରି ଛାଡ଼ିବା ପୂର୍ବରୁ ବିବାଦରେ ଥିଲା 5ଟି ସଚିବ ପାଣ୍ଡିଆନଙ୍କ ଚପରବୁଲା। ଅଭିଯୋଗ ଶୁଣିବା ନାଁରେ ସବୁ ଜିଲ୍ଲାପାଳ ସଭାସ୍ଥଳକୁ ଲୋକଙ୍କୁ ବୁହାଉଥିଲେ। ହେଲେ ଏବେ ଜିଲ୍ଲାପାଳ ମାନେ କହୁଛନ୍ତି, ଖର୍ଚ୍ଚ ନେଇ ସେମାନଙ୍କ ପାଖରେ ସୂଚନା ନାହିଁ। ସିଏମଓ କିମ୍ବା ଜିଲ୍ଲାପାଳଙ୍କ ପାଖରେ ଖର୍ଚ୍ଚ ନେଇ କୌଣସି ସୂଚନା ରହୁନଥିଲା। ସବୁ କ୍ଷମତାକୁ ଜଣଙ୍କ ହାତରେ ରଖିବା ପାଇଁ ତିଆରି ହୋଇଥିଲା କି 5T ? ଦେଖନ୍ତୁ ପୁରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos