Advertisment

ସବୁ କ୍ଷମତାକୁ ଜଣଙ୍କ ହାତରେ ରଖିବା ପାଇଁ ତିଆରି ହୋଇଥିଲା କି 5T ?

ଅଭିଯୋଗ ଶୁଣିବା ନାଁରେ ସବୁ ଜିଲ୍ଲାପାଳ ସଭାସ୍ଥଳକୁ ଲୋକଙ୍କୁ ବୁହାଉଥିଲେ। ହେଲେ ଏବେ ଜିଲ୍ଲାପାଳ ମାନେ କହୁଛନ୍ତି, ଖର୍ଚ୍ଚ ନେଇ ସେମାନଙ୍କ ପାଖରେ ସୂଚନା ନାହିଁ। ସିଏମଓ କିମ୍ବା ଜିଲ୍ଲାପାଳଙ୍କ ପାଖରେ ଖର୍ଚ୍ଚ ନେଇ କୌଣସି ସୂଚନା ରହୁନଥିଲା।

Advertisment

ଚାକିରି ଛାଡ଼ିବା ପୂର୍ବରୁ ବିବାଦରେ ଥିଲା 5ଟି ସଚିବ ପାଣ୍ଡିଆନଙ୍କ ଚପରବୁଲା। ଅଭିଯୋଗ ଶୁଣିବା ନାଁରେ ସବୁ ଜିଲ୍ଲାପାଳ ସଭାସ୍ଥଳକୁ ଲୋକଙ୍କୁ ବୁହାଉଥିଲେ। ହେଲେ ଏବେ ଜିଲ୍ଲାପାଳ ମାନେ କହୁଛନ୍ତି, ଖର୍ଚ୍ଚ ନେଇ ସେମାନଙ୍କ ପାଖରେ ସୂଚନା ନାହିଁ। ସିଏମଓ କିମ୍ବା ଜିଲ୍ଲାପାଳଙ୍କ ପାଖରେ ଖର୍ଚ୍ଚ ନେଇ କୌଣସି ସୂଚନା ରହୁନଥିଲା। ସବୁ କ୍ଷମତାକୁ ଜଣଙ୍କ ହାତରେ ରଖିବା ପାଇଁ ତିଆରି ହୋଇଥିଲା କି 5T ? ଦେଖନ୍ତୁ ପୁରା ରିପୋର୍ଟ। 

Advertisment
Odisha BjD Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe