ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ତଥା ବିଜେପି ନେତା ଦେବେନ୍ଦ୍ର ଦାସଙ୍କ ବିସ୍ଫୋରକ ବୟାନ। ବିଡିଓ ବ୍ଲକରେ ଭୋଟ୍ ବାଡେଇଥିବା ନେଇ ସେ କରିଛନ୍ତି ସଙ୍ଗୀନ ଅଭିଯୋଗ। ଆହୁରି କହିଛନ୍ତି, ଆମକୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା। କଣ୍ଟାବାଞ୍ଝିରେ ଆମ ଉପରେ ଥିଲେ ଭୂପିନ୍ଦର ସିଂହ ଓ ନିରଞ୍ଜନ ପୂଜାରୀ। ତେଣୁ ଆମକୁ କାହିଁକି ଏକା ଦୋଷ ଦିଆଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ମେୟର ନିର୍ବାଚନରେ ବିଜେପିକୁ ଝଟକା, ବାଜି ମାରିନେଲା ଆପ୍
ଦିଲ୍ଲୀ ମେୟର ନିର୍ବାଚନରେ ଆପ୍ ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ବିଜୟୀ। ୧୦ ଆପ୍ କାଉନସିଲରଙ୍କ କ୍ରସ୍ ଭୋଟିଂ ସତ୍ତ୍ୱେ ବିଜେପିକୁ ଝଟକା।
Politics
ବାଂଲାଦେଶ ଆଟର୍ଣ୍ଣି ଜେନେରାଲଙ୍କ ଆହ୍ୱାନ, ସମ୍ବିଧାନରୁ ହଟାଯାଉ 'ଧର୍ମନିରପେକ୍ଷ' ଶବ୍ଦ
ଦେଶର ଜନସଂଖ୍ୟାର ୯୦% ମୁସଲମାନ ରହୁଥିବାରୁ ସମ୍ବିଧାନରୁ 'ଧର୍ମନିରପେକ୍ଷ' ଶବ୍ଦ ହଟାଇବାକୁ ସେ ଦାବି କରିଛନ୍ତି।
Politics
୮ରେ ସୋହେଲାରେ ବିଶାଳ ଚାଷୀ ସମାବେଶ, ମୁଖ୍ୟମନ୍ତ୍ରୀ କରିବେ ଅତିରିକ୍ତ ୮୦୦ ଟଙ୍କା ବଂଟନର ଶୁଭାରମ୍ଭ
ବୈଠକରୁ ଜଣାଯାଇଛି ଯେ, ଆସନ୍ତା ୨୦ ତାରିଖରେ ବରଗଡ ଜିଲ୍ଲାରୁ ଏହି ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ। ୨୨ ତାରିଖରେ ସମ୍ବଲପୁର ଏବଂ ପରେ ରାଜ୍ୟର ସବୁ ଜିଲ୍ଲାରେ ଏହି ଧାନ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହେବ।
Politics
ବିଜେଡି କର୍ମୀଙ୍କ ହଙ୍ଗାମା; NAC ଅଫିସ୍ରେ ପଶି କାଗଜପତ୍ର ଫିଙ୍ଗିଲେ
ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଓ ତାଙ୍କ ସମର୍ଥକ ଖରିଆର ରୋଡ୍ରେ ଥିବା NAC କାର୍ଯ୍ୟନିର୍ବାହୀ ଅଧିକାରୀ କମଲାଶନ ରଥଙ୍କ ଅଫିସ୍କୁ ଯାଇଥିଲେ।