Advertisment

‘ଆମକୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା’

‘କଣ୍ଟାବାଞ୍ଝିରେ ଆମ ଉପରେ ଥିଲେ ଭୂପିନ୍ଦର ସିଂହ ଓ ନିରଞ୍ଜନ ପୂଜାରୀ। ତେଣୁ ଆମକୁ କାହିଁକି ଏକା ଦୋଷ ଦିଆଯାଉଛି।’

author-image
Jitendra Garnayak

ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ତଥା ବିଜେପି ନେତା ଦେବେନ୍ଦ୍ର ଦାସଙ୍କ ବିସ୍ଫୋରକ ବୟାନ। ବିଡିଓ ବ୍ଲକରେ ଭୋଟ୍ ବାଡେଇଥିବା ନେଇ ସେ କରିଛନ୍ତି ସଙ୍ଗୀନ ଅଭିଯୋଗ। ଆହୁରି କହିଛନ୍ତି, ଆମକୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା। କଣ୍ଟାବାଞ୍ଝିରେ ଆମ ଉପରେ ଥିଲେ ଭୂପିନ୍ଦର ସିଂହ ଓ ନିରଞ୍ଜନ ପୂଜାରୀ। ତେଣୁ ଆମକୁ କାହିଁକି ଏକା ଦୋଷ ଦିଆଯାଉଛି। 

Advertisment
BjD Bjp