Advertisment

ମାର୍କେଟକୁ ଆସିଲେ 5T ଗୁଣ୍ଡା !

5T ଟିସାର୍ଟ ପିନ୍ଧିଥିବା ଯୁବକମାନେ କିଏ ? ଯାଜପୁରରେ 5T ସଚିବଙ୍କ ଗସ୍ତ ପୂର୍ବରୁ କଂଗ୍ରେସର ପ୍ରବଳ ବିରୋଧ। ବିରୋଧ ପ୍ରଦର୍ଶନ କରୁଥିବା କଂଗ୍ରେସ କର୍ମୀଙ୍କୁ ଘେରିଲେ କିଛି ଯୁବକ।

author-image
Manoj Swain

କାଉଣ୍ଟର କରିବାକୁ ବଜାରକୁ ଆସିଲେ 5ଟି ଟିସାର୍ଟ ପିନ୍ଧା ଟୋକା । ତେବେ କିଏ ଏହି ଯୁକବ ? 5ଟି ଟିସାର୍ଟ ପିନ୍ଧି ମାର୍କେଟକୁ ଆସିଥିବା ଏହି ଯୁବକଙ୍କୁ ପଠାଇଛି କିଏ ? ଟିକେ ଭଲ କରି ଦେଖନ୍ତୁ, ହାତରେ ଠେଙ୍ଗା, ବାଉଁଶ ଓ ବହ୍ଲା ଧରି ଛକିଛନ୍ତି। ଯେଉଁମାନେ ପ୍ରତିବାଦ କରୁଛନ୍ତି, ସେମାନଙ୍କୁ ଗୋଡାଉଛନ୍ତି। ତେବେ କିଏ ଏମାନେ ତାହା ସ୍ପଷ୍ଟ ହୋଇ ନାହିଁ।

Advertisment
Odisha Jajpur Vk Pandian