ମାର୍କେଟକୁ ଆସିଲେ 5T ଗୁଣ୍ଡା ! 5T Secretary VK Pandian’s Jajpur visit | Odisha Reporter
Advertisment
କାଉଣ୍ଟର କରିବାକୁ ବଜାରକୁ ଆସିଲେ 5ଟି ଟିସାର୍ଟ ପିନ୍ଧା ଟୋକା । ତେବେ କିଏ ଏହି ଯୁକବ ? 5ଟି ଟିସାର୍ଟ ପିନ୍ଧି ମାର୍କେଟକୁ ଆସିଥିବା ଏହି ଯୁବକଙ୍କୁ ପଠାଇଛି କିଏ ? ଟିକେ ଭଲ କରି ଦେଖନ୍ତୁ, ହାତରେ ଠେଙ୍ଗା, ବାଉଁଶ ଓ ବହ୍ଲା ଧରି ଛକିଛନ୍ତି। ଯେଉଁମାନେ ପ୍ରତିବାଦ କରୁଛନ୍ତି, ସେମାନଙ୍କୁ ଗୋଡାଉଛନ୍ତି। ତେବେ କିଏ ଏମାନେ ତାହା ସ୍ପଷ୍ଟ ହୋଇ ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us