ସନାଙ୍କୁ ଜୋତାମାଳ | Champua BJD ବିଧାୟକ ପ୍ରାର୍ଥୀ Sanatan Mahakud | Election 2024 | Odisha Reporter
Advertisment
ନିର୍ବାଚନ ପ୍ରଚାର ବେଳେ ଚମ୍ପୁଆର ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ଙ୍କୁ ଜୋତାମାଳ ପିନ୍ଧାଇଲେ ଗ୍ରାମବାସୀ। ଚମ୍ପୁଆ ନିର୍ବାଚନ ମଣ୍ଡଳୀର ମିରିଗିସିଂଘା ଗାଁ ଲୋକେ ସନାତନ ମହାକୁଡ଼ଙ୍କୁ ଜୋତାମାଳ ପିନ୍ଧାଇବାର ଭିଡିଓ ଏବେ ସାମ୍ନାକୁ ଆସିଛି। ଗତକାଲି ରାତିରେ ପ୍ରଚାରବେଳେ ଏଭଳି ହଟାହଟା ହୋଇଥିଲେ ସନାତନ ମହାକୁଡ଼।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us