କେବେ ଆସିବ ବିଜେଡିର ନିର୍ବାଚନୀ ଇସ୍ତାହାର ?

  • Published: Wednesday, 08 May 2024
  • , Updated: 08 May 2024, 12:27 PM IST

ବିଜେପି 2024 ନିର୍ବାଚନ ଲାଗି ଇସ୍ତାହାର ଘୋଷଣା କରିସାରିଥିବା ବେଳେ ବିଜେଡି ଇସ୍ତାହାର ପତ୍ର ଘୋଷଣା କରିନାହିଁ। ମଝିରେ ଆଉ ମାତ୍ର କିଛି ଦିନ। ରାଜ୍ୟରେ ଆରମ୍ଭ ହୋଇଯିବ ଭୋଟ୍ ମହାଯୁଦ୍ଧର ପ୍ରଥମ ଦଫା ଲଢ଼େଇ। ଦେଖନ୍ତୁ ପୂରା ରିପୋର୍ଟ।  

Related story