Advertisment

ଜନ ବିରୋଧୀ କାର୍ଯ୍ୟଟି କଣ?

ଦଳ ବିରୋଧୀ ହୋଇପାରେ, ହେଲେ ଜନ ବିରୋଧୀ କାର୍ଯ୍ୟଟି କ’ଣ ଲୋକେ ଜାଣିବା ଦରକାର। ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ବହିଷ୍କାର କରିବା ପରେ ଏଭଳି କହି ବିଜେଡିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ପଞ୍ଚାାନନ କାନୁନଗୋ।

author-image
Debendra Prusty

ଦଳ ବିରୋଧୀ ହୋଇପାରେ, ହେଲେ ଜନ ବିରୋଧୀ କାର୍ଯ୍ୟଟି କ’ଣ ଲୋକେ ଜାଣିବା ଦରକାର। ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ବହିଷ୍କାର କରିବା ପରେ ଏଭଳି କହି ବିଜେଡିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ପଞ୍ଚାାନନ କାନୁନଗୋ। 

Advertisment
Odisha BjD Congress