ବିଜେଡିର ଭବିଷ୍ୟତ କ\'ଣ ? | Odisha Reporter
ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ ବିଜେଡିକୁ ଆଉ ଏକ ଶକ୍ତ ଝଟକା ଲାଗିଛି। ରାଜ୍ୟସଭା ସାଂସଦ ଭାବରେ ଇସ୍ତଫା ଦେଇ ବିଜେପିରେ ବିଧିବଦ୍ଧ ଭାବରେ ସାମିଲ ହୋଇଛନ୍ତି ମମତା ମହାନ୍ତ। ହଠାତ ଏଭଳି ଇସ୍ତଫା ଓ ମିଶ୍ରଣକୁ ନେଇ ରାଜ୍ୟ ରାଜନୀତି ପୁଣି ହୋଇଛି ସରଗରମ। ତେବେ ବିଜେଡିର ଏଭଳି ସ୍ଥିତି କାହିଁକି ଓ ଏହାପଛରେ ରହିଛି କି କାହାର ହାତ, ତାକୁ ନେଇ ସବୁଠି ଚର୍ଚ୍ଚା। ଏହାକୁ ନେଇ ଦେଖନ୍ତୁ ମନ୍ଥନରେ ଗରମାଗରମ ଆଲୋଚନା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
