Advertisment

ବିଜେଡିର ଭବିଷ୍ୟତ କ'ଣ ?

ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ ବିଜେଡିକୁ ଆଉ ଏକ ଶକ୍ତ ଝଟକା ଲାଗିଛି। ରାଜ୍ୟସଭା ସାଂସଦ ଭାବରେ ଇସ୍ତଫା ଦେଇ ବିଜେପିରେ ବିଧିବଦ୍ଧ ଭାବରେ ସାମିଲ ହୋଇଛନ୍ତି ମମତା ମହାନ୍ତ। ହଠାତ ଏଭଳି ଇସ୍ତଫା ଓ ମିଶ୍ରଣକୁ ନେଇ ରାଜ୍ୟ ରାଜନୀତି ପୁଣି ହୋଇଛି ସରଗରମ।

Advertisment

ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ ବିଜେଡିକୁ ଆଉ ଏକ ଶକ୍ତ ଝଟକା ଲାଗିଛି। ରାଜ୍ୟସଭା ସାଂସଦ ଭାବରେ ଇସ୍ତଫା ଦେଇ ବିଜେପିରେ ବିଧିବଦ୍ଧ ଭାବରେ ସାମିଲ ହୋଇଛନ୍ତି ମମତା ମହାନ୍ତ। ହଠାତ ଏଭଳି ଇସ୍ତଫା ଓ ମିଶ୍ରଣକୁ ନେଇ ରାଜ୍ୟ ରାଜନୀତି ପୁଣି ହୋଇଛି ସରଗରମ। ତେବେ ବିଜେଡିର ଏଭଳି ସ୍ଥିତି କାହିଁକି ଓ ଏହାପଛରେ ରହିଛି କି କାହାର ହାତ, ତାକୁ ନେଇ ସବୁଠି ଚର୍ଚ୍ଚା। ଏହାକୁ ନେଇ ଦେଖନ୍ତୁ ମନ୍ଥନରେ ଗରମାଗରମ ଆଲୋଚନା।

Advertisment
Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe