ମଦ ବ୍ୟବସାୟୀଙ୍କ ସହ ମନ୍ତ୍ରୀଙ୍କ ସମ୍ପର୍କ କଣ ? | Odisha Reporter
Advertisment
ସ୍କାନରରେ ମନ୍ତ୍ରୀ ଟୁକୁନି ସାହୁ। ମଦ ବ୍ୟବସାୟୀଙ୍କ ସହ ମନ୍ତ୍ରୀଙ୍କର ରହିଛି କି ସମ୍ପର୍କ। ପଶ୍ଚିମ ଓଡିଶାର ମଦ ସମ୍ରାଟଙ୍କ ସହ ତାଙ୍କ ଫଟୋକୁ ନେଇ ବଢିଲା ଚର୍ଚ୍ଚା। ପ୍ରେସମିଟରେ ଫଟୋ ଦେଖାଇ ବଡ ଏକ୍ସପୋଜ କଲେ ବିଜେପି ନେତା। ଦଳ ସିଧା ଅଭିଯୋଗ କରିଛି ଯେ, ନିର୍ବାଚନ ପରିଚାଳନା ପାଇଁ ସାହୁ ବ୍ରଦର୍ସଙ୍କ କମ୍ପାନୀ ପାଖରେ ବିଜେଡ଼ି ଟଙ୍କା ରଖିଥିଲା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us