ପାଣ୍ଡିଆନ ପ୍ରୋଗ୍ରାମକୁ ସାମ୍ବାଦିକ ଗଲେ ଅସୁବିଧା କଣ ? | Odisha Reporter
Advertisment
କଡ଼ା ନିର୍ଦ୍ଦେଶ ପାଣ୍ଡିଆନଙ୍କ ପ୍ରୋଗ୍ରାମକୁ ପଶିପାରିବେନି ସାମ୍ବାଦିକ। ନୂଆ-ଓ କାର୍ଯ୍ୟକ୍ରମକୁ ଯାଇ ପାରୁନି ଚତୁର୍ଥ ସ୍ତମ୍ଭ। ଆଗରୁ ସଚିବାଳୟ ବନ୍ଦ ଥିଲା, ଏବେ ସରକାରୀ ପ୍ରୋଗ୍ରାମ। ବ୍ରହ୍ମପୁରରେ ସାମ୍ବାଦିକଙ୍କୁ ଏଣ୍ଟ୍ରି କରିବାକୁ ଅନୁମତି ମିଳିଲାନି। ଢେଙ୍କାନାଳରେ ସରକାରୀ ବାବୁ ହ୍ବାଟସଆପରେ ଅର୍ଡର ଦେଉଛନ୍ତି। ପ୍ରଶ୍ନ ଉଠୁଛି, ପାଣ୍ଡିଆନଙ୍କ ପ୍ରୋଗ୍ରାମକୁ ସାମ୍ବାଦକ ଗଲେ ଅସୁବିଧା କଣ ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us