Advertisment

ବାବୁଙ୍କୁ ନାଲି ଆଖି ଦେଖାଇବା ପାଇଁ ବବିଙ୍କ ଦରବାର !

ସରକାର ବଦଳିବାରେ ପରେ ଆଉ ବାବୁ କଥା ମାନୁନଥିବାରୁ ତାଗିଦ୍ !

author-image
Manoj Swain

ଜିଲ୍ଲାପାଳ ଏସପିଙ୍କୁ ନେଇ ଯାଜପୁର ସର୍କିଟ ହାଉସରେ ବିଜେଡିର ଟ୍ୟୁସନ୍ ଦରବାର ! ଜିଲ୍ଲାପାଳ ଏବଂ ଏସପିଙ୍କୁ ବିଜେଡି ନେତା କୁଆଡ଼େ କଲେ ଟ୍ୟୁସନ୍ ! ଡାକିଲେ ପ୍ରମିଳା ଆଉ ବାବୁଙ୍କୁ ତାଗିଦ କଲେ ବବି ଦାସ ! ସରକାର ବଦଳିବାରେ ପରେ ଆଉ ବାବୁ କଥା ମାନୁନଥିବାରୁ ତାଗିଦ୍ ! କୁସୁମା ଅନିୟମିତତା ସାଙ୍ଗକୁ ବିଜେଡି କଣ୍ଟ୍ରାକ୍ଟରଙ୍କ ପାଉଣା ବନ୍ଦ ବଢାଇଲା ଟେନସନ୍ ! ବେଆଇନ ଭାବେ ବିଜେଡି ନେତା କାମ କରିଥିବା ନେଇ ବିଜେପିର ଅଭିଯୋଗ ।

Advertisment
Odisha BjD Jajpur