ବିଜେଡିର ଶୋଚନୀୟ ପରାଜୟର କାରଣ କଣ ?

ବିଜେଡି ପରାଜୟର କାରଣ କହିଛନ୍ତି ପୂର୍ବତନ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା। ନିର୍ବାଚନ ପରିଚାଳନାରେ ବରିଷ୍ଠ ନେତାଙ୍କୁ ଦୂରେଇ ରଖିବା ଯୋଗୁ ବିଜେଡି ହାରିଥିବା ସେ କହିଛନ୍ତି।

Manoj Swain
  • Published: Friday, 07 June 2024
  • Updated: 07 June 2024, 11:52 AM IST

ବିଜେଡି ପରାଜୟର କାରଣ କହିଛନ୍ତି ପୂର୍ବତନ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା। ନିର୍ବାଚନ ପରିଚାଳନାରେ ବରିଷ୍ଠ ନେତାଙ୍କୁ ଦୂରେଇ ରଖିବା ଯୋଗୁ ବିଜେଡି ହାରିଥିବା ସେ କହିଛନ୍ତି। ଶ୍ରୀ ବେହେରା ଆହୁରି କହିଛନ୍ତି, ଓଡ଼ିଶାରେ ଲୋକସଭା ଓ ବିଧାନସଭା ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ସମସ୍ତ ଏକ୍‌ଜିଟ୍‌ ପୋଲ୍‌ ଓ ଆକଳନକୁ ପଛରେ ପକାଇ ଯେଉଁ ଫଳାଫଳ ଆସିଲା, ତାହା ନିଶ୍ଚିତ ଭାବେ ଅଭୁତପୂର୍ବ। କିନ୍ତୁ ଓଡ଼ିଶାରେ ଏବେ ମଧ୍ୟ ନବୀନ ପଟ୍ଟନାୟକ ଗରିବ ଜନସାଧାରଣ ଜନତା ଓ ମହିଳାଙ୍କ ମନରେ ଅଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos