Advertisment

ବିଜେଡିର ଶୋଚନୀୟ ପରାଜୟର କାରଣ କଣ ?

ବିଜେଡି ପରାଜୟର କାରଣ କହିଛନ୍ତି ପୂର୍ବତନ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା। ନିର୍ବାଚନ ପରିଚାଳନାରେ ବରିଷ୍ଠ ନେତାଙ୍କୁ ଦୂରେଇ ରଖିବା ଯୋଗୁ ବିଜେଡି ହାରିଥିବା ସେ କହିଛନ୍ତି।

Advertisment

ବିଜେଡି ପରାଜୟର କାରଣ କହିଛନ୍ତି ପୂର୍ବତନ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା। ନିର୍ବାଚନ ପରିଚାଳନାରେ ବରିଷ୍ଠ ନେତାଙ୍କୁ ଦୂରେଇ ରଖିବା ଯୋଗୁ ବିଜେଡି ହାରିଥିବା ସେ କହିଛନ୍ତି। ଶ୍ରୀ ବେହେରା ଆହୁରି କହିଛନ୍ତି, ଓଡ଼ିଶାରେ ଲୋକସଭା ଓ ବିଧାନସଭା ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ସମସ୍ତ ଏକ୍‌ଜିଟ୍‌ ପୋଲ୍‌ ଓ ଆକଳନକୁ ପଛରେ ପକାଇ ଯେଉଁ ଫଳାଫଳ ଆସିଲା, ତାହା ନିଶ୍ଚିତ ଭାବେ ଅଭୁତପୂର୍ବ। କିନ୍ତୁ ଓଡ଼ିଶାରେ ଏବେ ମଧ୍ୟ ନବୀନ ପଟ୍ଟନାୟକ ଗରିବ ଜନସାଧାରଣ ଜନତା ଓ ମହିଳାଙ୍କ ମନରେ ଅଛନ୍ତି ବୋଲି ସେ କହିଛନ୍ତି।

Advertisment
BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe