ପତ୍ନୀଙ୍କ ପାଇଁ ଆଶୀର୍ବାଦ ଲୋଡ଼ିଲେ ସ୍ୱାମୀ | Odisha Reporter
ଦିନ କେଇଟା ପରେ ବାଲେଶ୍ୱର ଜିଲ୍ଲାରେ ହେବ ମତଦାନ। ତାହା ପୂର୍ବରୁ ଦେଖିବାକୁ ମିଳିଛି ରୋଚକ ଚିତ୍ର। ବାଲେଶ୍ୱର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ବାସ ଭବନରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ତାଙ୍କ ପତ୍ନୀଙ୍କୁ ଦେଖିବାକୁ ମିଳିଛି। ଦୀର୍ଘ ସମୟରେ ଉଭୟ ନେତାଙ୍କ ଭେଟ୍ଘାଟକୁ ନେଇ ନାନା କଳ୍ପନା ଜଳ୍ପନା ହେଉଥିବା ବେଳେ ରଘୁନାଥ ମହାନ୍ତି କହିଛନ୍ତି ଆଶୀର୍ବାଦ ଦେବା ପାଇଁ ଆସିଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
