Advertisment

ହଠାତ୍‌ ରଘୁନାଥ ମହାନ୍ତି ଓ ରବୀନ୍ଦ୍ର ଜେନାଙ୍କ ଭେଟ୍‌ଘାଟ କ’ଣ ପାଇଁ ?

ବସ୍ତା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ହେଉଛନ୍ତି ରଘୁନାଥ ମହାନ୍ତି।

Advertisment

ଦିନ କେଇଟା ପରେ ବାଲେଶ୍ୱର ଜିଲ୍ଲାରେ ହେବ ମତଦାନ। ତାହା ପୂର୍ବରୁ ଦେଖିବାକୁ ମିଳିଛି ରୋଚକ ଚିତ୍ର। ବାଲେଶ୍ୱର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ବାସ ଭବନରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ତାଙ୍କ ପତ୍ନୀଙ୍କୁ ଦେଖିବାକୁ ମିଳିଛି। ଦୀର୍ଘ ସମୟରେ ଉଭୟ ନେତାଙ୍କ ଭେଟ୍‌ଘାଟକୁ ନେଇ ନାନା କଳ୍ପନା ଜଳ୍ପନା ହେଉଥିବା ବେଳେ ରଘୁନାଥ ମହାନ୍ତି କହିଛନ୍ତି ଆଶୀର୍ବାଦ ଦେବା ପାଇଁ ଆସିଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Balasore Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe