Advertisment

ଛାତ୍ରୀଙ୍କୁ ଏ କି ଆଚରଣ ?

ଛାତ୍ରୀ ଜଣଙ୍କ ପାଣ୍ଡିଆନଙ୍କ ପାଖକୁ ଯାଇ ବାରମ୍ବାର କିଛି କହୁ ଥିବାର ଦେଖିବାକୁ ମିଳିଥିଲା। ପାଣ୍ଡିଆନ ତାଙ୍କୁ ତଳକୁ ଯିବାକୁ ବରମ୍ବାର ଇସାରା କରୁଥିବା ସତ୍ତ୍ୱେ ସେ ମଞ୍ଚରୁ ନଓହ୍ଲାଇ କିଛି କହୁଥିବା ଦେଖିବାକୁ ମିଳିଥିଲା।

author-image
Manoj Swain

ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ମଙ୍ଗଳବାର ଦିନ ନୂଆ ଓ ଛାତ୍ର ବୃତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ର ବୃତ୍ତି ପ୍ରଦାନ ବେଳେ ୧୨ଟି ମହାବିଦ୍ୟାଳୟର ଛାତ୍ରୀଙ୍କୁ ମଞ୍ଚ ଉପରକୁ ଡକାଯାଇଥିଲା। ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସେମାନଙ୍କୁ ଚେକ୍ ପ୍ରଦାନ କରିଥିଲେ। ଏହାପରେ ସମସ୍ତ ଛାତ୍ରୀ ମଞ୍ଚରୁ ଓହ୍ଲାଇ ଆସିଥିଲେ। ହେଲେ ଟାଙ୍ଗୀର ଚିଲିକା ଦୁର୍ଗା ଚରଣ ମହାବିଦ୍ୟାଳୟର ଛାତ୍ରୀ ପ୍ରୀତିପୁଷ୍ପା ରାୟ ମଞ୍ଚ ଉପରୁ ଓହ୍ଲାଇ ନଥିଲେ। ସେ ପାଣ୍ଡିଆନଙ୍କ ପାଖକୁ ଯାଇ ବାରମ୍ବାର କିଛି କହୁ ଥିବାର ଦେଖିବାକୁ ମିଳିଥିଲା। ପାଣ୍ଡିଆନ ତାଙ୍କୁ ତଳକୁ ଯିବାକୁ ବରମ୍ବାର ଇସାରା କରୁଥିବା ସତ୍ତ୍ୱେ ସେ ମଞ୍ଚରୁ ନଓହ୍ଲାଇ କିଛି କହୁଥିବା ଦେଖିବାକୁ ମିଳିଥିଲା।   

Advertisment
Vk Pandian Odisha