'ଓଡ଼ିଆ ଭାଷାକୁ କଣ ତାମିଲ ପ୍ରସାର କରିବେ?'

'ଆମ ମୁଖ୍ୟମନ୍ତ୍ରୀ 25 ବର୍ଷ ଶାସନ ପରେ ବି କଦର୍ଯ୍ୟ ଭାଷା କହି ଓଡ଼ିଆ ଭାଷାକୁ ବଦନାମ କରୁଛନ୍ତି'

Manoj Swain
  • Published: Sunday, 04 February 2024
  • Updated: 04 February 2024, 05:12 PM IST

Sports

Latest News

ଓଡ଼ିଆ ଭାଷାକୁ କଣ ତାମିଲ ପ୍ରସାର କରିବେ ? ଓଡ଼ିଆ ଭାଷାକୁ କଦର୍ଯ୍ୟ କରାଯାଉଛି । ପିଲା ଜନ୍ମହେବାର 5 ବର୍ଷ ପରେ ପ୍ରାଞ୍ଜଳ ଭାବେ ଓଡ଼ିଆ କହୁଛନ୍ତି । ହେଲେ ଆମ ମୁଖ୍ୟମନ୍ତ୍ରୀ 25 ବର୍ଷ ଶାସନ ପରେ ବି କଦର୍ଯ୍ୟ ଭାଷା କହି ଓଡ଼ିଆ ଭାଷାକୁ ବଦନାମ କରୁଛନ୍ତି। କିଛି ଏଭଳି କହି ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos