Advertisment

'ଓଡ଼ିଆ ଭାଷାକୁ କଣ ତାମିଲ ପ୍ରସାର କରିବେ?'

'ଆମ ମୁଖ୍ୟମନ୍ତ୍ରୀ 25 ବର୍ଷ ଶାସନ ପରେ ବି କଦର୍ଯ୍ୟ ଭାଷା କହି ଓଡ଼ିଆ ଭାଷାକୁ ବଦନାମ କରୁଛନ୍ତି'

Advertisment

ଓଡ଼ିଆ ଭାଷାକୁ କଣ ତାମିଲ ପ୍ରସାର କରିବେ ? ଓଡ଼ିଆ ଭାଷାକୁ କଦର୍ଯ୍ୟ କରାଯାଉଛି । ପିଲା ଜନ୍ମହେବାର 5 ବର୍ଷ ପରେ ପ୍ରାଞ୍ଜଳ ଭାବେ ଓଡ଼ିଆ କହୁଛନ୍ତି । ହେଲେ ଆମ ମୁଖ୍ୟମନ୍ତ୍ରୀ 25 ବର୍ଷ ଶାସନ ପରେ ବି କଦର୍ଯ୍ୟ ଭାଷା କହି ଓଡ଼ିଆ ଭାଷାକୁ ବଦନାମ କରୁଛନ୍ତି। କିଛି ଏଭଳି କହି ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ । 

Advertisment
Congress Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe