Advertisment

ହାବୁଡ଼ରେ ପଡ଼ିଥିଲେ କ’ଣ କରିଥାନ୍ତେ ଅରୂପ?

ନାଁ ନନେଇ ଅରୂପ କହିଲେ ଆମ ହାବୁଡ଼ରେ ପଡ଼ିନାହାଁନ୍ତି। ହାବୁଡ଼ରେ ପଡ଼ିଥିଲେ କ’ଣ କରିଥାନ୍ତେ କି ଅରୂପ? ପୂର୍ବତନ ପୁଲିସ୍ ବାବୁ ଅରୂପ ପଟ୍ଟନାୟକ ଏବେ ବିଜେଡି ନେତା। ବିରୋଧୀ ଦଳ ନେତାଙ୍କୁ ଖୋଲା ଧମକ ଦେଉଛନ୍ତି କି ଅରୂପ ପଟ୍ଟନାୟକ?

author-image
Debendra Prusty

ନାଁ ନନେଇ ଅରୂପ କହିଲେ ଆମ ହାବୁଡ଼ରେ ପଡ଼ିନାହାଁନ୍ତି। ହାବୁଡ଼ରେ ପଡ଼ିଥିଲେ  କ’ଣ କରିଥାନ୍ତେ କି ଅରୂପ? ପୂର୍ବତନ ପୁଲିସ୍ ବାବୁ ଅରୂପ ପଟ୍ଟନାୟକ ଏବେ ବିଜେଡି ନେତା। ବିରୋଧୀ ଦଳ ନେତାଙ୍କୁ ଖୋଲା ଧମକ ଦେଉଛନ୍ତି କି ଅରୂପ ପଟ୍ଟନାୟକ?

Advertisment
Bjp BjD Odisha Odisha Politics