Advertisment

ପାଣ୍ଡିଆନ କେତେବେଳେ ହେଲେ ମୁଖ୍ୟମନ୍ତ୍ରୀ?

ଭୁବନେଶ୍ୱର ଜନତା ମୈଦାନରେ ଏକ ସରକାରୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଯେଉଁଠି ଖୋର୍ଦ୍ଧା ଜିଲ୍ଲାର ୧୩୦ କଲେଜରୁ ୧୫ ହଜାର ଯୁକ୍ତ ୨ ଏବଂ ଯୁକ୍ତ ୩ ଛାତ୍ରାଛାତ୍ରୀ ସମାଗମ ହୋଇଥିଲେ। କିନ୍ତୁ ଏକ କଲେଜର ନୋଟିସରେ ଲେଖାଯାଇଥିବା ଶବ୍ଦ ଏବଂ ସଭା ମଞ୍ଚରେ ଉପସ୍ଥିତ ଅତିଥି ସମ୍ପୂର୍ଣ୍ଣ ଭିନ୍ନ ଥିଲେ। ଅର୍ଥାତ୍ ଏହି ଚିଠିଟି କହୁଛି, ରାଜ୍ୟବାସୀଙ୍କ ଅଜ୍ଞାତରେ କେତେବେଳେ ପାଣ୍ଡିଆନ ହୋଇଗଲେ ମୁଖ୍ୟମନ୍ତ୍ରୀ?

author-image
Debendra Prusty

Vk Pandian BjD Cmo Of Odisha Odisha