କେତେବେଳେ ପାଣ୍ଡିଆନ ହୋଇଗଲେ ମୁଖ୍ୟମନ୍ତ୍ରୀ ? | VK Pandian Odisha\'s CM ?? | Odisha Reporter
Advertisment
ଭୁବନେଶ୍ୱର ଜନତା ମୈଦାନରେ ଏକ ସରକାରୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଯେଉଁଠି ଖୋର୍ଦ୍ଧା ଜିଲ୍ଲାର ୧୩୦ କଲେଜରୁ ୧୫ ହଜାର ଯୁକ୍ତ ୨ ଏବଂ ଯୁକ୍ତ ୩ ଛାତ୍ରାଛାତ୍ରୀ ସମାଗମ ହୋଇଥିଲେ। କିନ୍ତୁ ଏକ କଲେଜର ନୋଟିସରେ ଲେଖାଯାଇଥିବା ଶବ୍ଦ ଏବଂ ସଭା ମଞ୍ଚରେ ଉପସ୍ଥିତ ଅତିଥି ସମ୍ପୂର୍ଣ୍ଣ ଭିନ୍ନ ଥିଲେ। ଅର୍ଥାତ୍ ଏହି ଚିଠିଟି କହୁଛି, ରାଜ୍ୟବାସୀଙ୍କ ଅଜ୍ଞାତରେ କେତେବେଳେ ପାଣ୍ଡିଆନ ହୋଇଗଲେ ମୁଖ୍ୟମନ୍ତ୍ରୀ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us