ବିଜେପି ସରକାରକୁ ଆସିଲେ ଭତ୍ତା ୩ ହଜାର

ବିଜେପି କ୍ଷମତାକୁ ଆସିଲେ ଭତ୍ତା ୫ ଶହରୁ ୩ ହଜାରକୁ ବୃଦ୍ଧି ହେବ

lekhashree samantsinghar

ଲେଖାଶ୍ରୀ ସାମନ୍ତସିଂହାର

Biswajit Samal
  • Published: Sunday, 11 February 2024
  • Updated: 11 February 2024, 08:54 PM IST

Sports

Latest News

ବିଜେପି ସରକାରକୁ ଆସିଲେ ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କା ପ୍ରଦାନ କରାଯିବ। ଗତକାଲି ରାଜ୍ୟ ସରକାରଙ୍କ ଭତ୍ତା ବୃଦ୍ଧି ଘୋଷଣାକୁ ଲଲିପପ କହିଛି ବିଜେପି।

ଦଳର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ୫ ବର୍ଷ ଲୋକେ ଛଟପଟ ହୁଅନ୍ତି କିନ୍ତି ନିର୍ବାଚନର ମାସେ ୧୫ ଦିନ ପୂର୍ବରୁ ସରକାର ଘୋଷଣା କରନ୍ତି। ଏହା ନବୀନ ସରକାରଙ୍କର କାର୍ଯ୍ୟପଦ୍ଧତି। ଏମାନଙ୍କ କୌଣସି ଆନ୍ତରିକତା ନାହିଁ।

Also Read

ବିଜେପି କ୍ଷମତାକୁ ଆସିଲେ ଭତ୍ତା ୫ ଶହରୁ ୩ ହଜାରକୁ ବୃଦ୍ଧି ହେବ। ସେପଟେ କଂଗ୍ରେସ ମଧ୍ୟ ଭତ୍ତା ବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛି। ପିସିସି ସଭାପତି କହିଛନ୍ତି ଦଳ ସରକାରକୁ ଆସିଲେ ଆମେ ଭତ୍ତା ବୃଦ୍ଧି କରିବୁ। ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।
 
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story