ଅଦ୍ୟତନ ହୋଇଛି
ବିଜେଡି ବିଧାୟକଙ୍କୁ ମାଫ୍, ବିଜେପି ପ୍ରାର୍ଥୀଙ୍କୁ ଜେଲ୍! | Odisha Reporter
Advertisment
ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯିବା ପଛରେ ରହିଛି କି ବଡ଼ ଷଡ଼ଯନ୍ତ୍ର ? ବିଧିବଦ୍ଧ ଯୋଜନା କରି ପ୍ରଶାନ୍ତଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ଆଣିଛି ବିଜେପି। ଭୋଟ୍ ଦେବାକୁ ଆସିଥିବା ପ୍ରଶାନ୍ତଙ୍କୁ ଫଶାଇ ପୁଲିସ ଜେଲ୍ ପଠାଇଥିବା ଅଭିଯୋଗ କରି ଖୋର୍ଦ୍ଧା ବିଜେପି ପକ୍ଷରୁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ସେପଟେ ବିଜେପି କହିଛି, କେବେ ହେବ ଛେଣ୍ଡିପଦା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ? ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us