ଫାଟ ଘୋଡ଼ା ପାଇଁ ନୂଆ ବାଟ, ଚାଲ ଯିବା ପରିବାରକୁ | Odisha Reporter
Advertisment
ପଦଯାତ୍ରାରେ ବିଜେଡି ନେତା ଯୁଆଡ଼େ ଗଲେ ସିଆଡ଼େ ଖାଲି ଫାଟ ଦେଖାଗଲା ! ଗୋଟିଏ ଗୋଟିଏ ଜାଗାରେ ଦି ଦି’ଟା ପଦଯାତ୍ରା କରି ନାଁ ପକାଇଲେ ନେତା, କର୍ମୀ ହେଲେ କନଫ୍ୟୁଜ୍ । ଲୋକ ଜାଣିଲେ ବିଜେଡିର କ’ଣ ଏତେ ଫାଟ ଏଥିପାଇଁ ବିଜେଡି କରିଛି ନୂଆ ବାଟ। ଏଥର ପରିବାରକୁ ଯିବେ ବିଜେଡି ନେତା ବୁଝାଇବେ ନବୀନ ବାବୁ ତୁମ ପାଇଁ କି କାମ କରିଛନ୍ତି। ପଦଯାତ୍ରା ସହ ଡିସେମ୍ବର 26 ଯାଏଁ ବିଜେଡିର ପରିବାର ସମ୍ପର୍କ ଅଭିଯାନ ପାଇଁ ଯୋଜନା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us