Advertisment

କି ଇସାରା ଦେଉଛି ଗୋପାଳର ମୁଚକୁନ୍ଦିଆ ହସ?

ଗୋପାଳର ରଙ୍ଗ, ଢ଼ଙ୍ଗ, ଚାଲି ଓ ଚଳଣୀ ଦେଖି ଲାଗୁଛି କଣ? ଜଣେ ମାନସିକ ରୋଗୀର ସ୍ୱାଭାବିକ ଆଚରଣ ଦେଖି ଲୋକେ ତାଜୁବ। ଏୟାରପୋର୍ଟରେ ଗୋପାଳର ବ୍ୟବହାର ଜଣେ ସୁସ୍ଥ ସବଳ ମଣିଷଙ୍କ ଭଳି ଥିଲା। ନ୍ୟୁଜ ପେପର ପଢ଼ି ହସୁଥିଲେ, ସାମ୍ନାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରୁଥିଲେ। ଗୋପାଳ ବିଚଳିତ ହେଲା ଭଳି କାଇଁ ମନେ ହେଉନଥିଲା।

Odisha Naveen Patnaik Crime Naba Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe