ବାପାଙ୍କ ପାଇଁ ପିଲା ନେତା ?| Why Family Politics Or ‘Dynasty Rule’ In odisha ?| Vote Politics | OR|
ବଂଶବାଦ ରାଜନୀତି ଉପରେ କେବେ ପଡ଼ିବ ପୂର୍ଣ୍ଣଚ୍ଛେଦ ? ନେତାଙ୍କ ପୁଅ ନେତା ହେବା ପାଇଁ କେଉଁ ଡିଗ୍ରୀ ହାସଲ କରିଛନ୍ତି କି ? ଚାଷୀ ମଜୁରିଆଙ୍କ ପୁଅ ଅର୍ଥାତ୍ ଜଣେ ଯୋଗ୍ୟ ବ୍ୟକ୍ତି କାହିଁକି ନେତୃତ୍ୱ ନେଇପାରିବେନି ? ସମ୍ୱିଧାନରେ ଏମିତି କିଛି ନିୟମ ଅଛି କି ? ନେତାଙ୍କ ପୁଅ ନେତା ହେବେ ଆଉ ଜଣେ ଉଚ୍ଚଶିକ୍ଷିତ ଯୁବକ ବା ଯୁବତୀ ଗାଦିରେ ବସିପାରିବେ ନାହିଁ ? ପରିବାରବାଦ ରାଜନୀତିକୁ ନେଇ ଓଡିଶା ରିପୋର୍ଟରର ସ୍ବତନ୍ତ୍ର କାର୍ଯ୍ୟକ୍ରମ ସୋସିଆଲ ଡିବେଟ୍ (SOCIAL DEBATE) ରେ ଆଲୋଚନା, ‘ପରିବାର ପାଇଁ ପଲିଟିକ୍ସ୍’ ?
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us