ବିଜେପିର 100 ତାଲିକାରେ ଓଡ଼ିଶାର କେଉଁ କେଉଁ ସିଟ୍ ? | Odisha Reporter
ବିଜେପିର ଟାର୍ଗେଟ 370, ଏନଡିଏ ଟାର୍ଗେଟ 400। ଆଉ ଏହି ଲକ୍ଷ୍ୟ ହାସଲ ପାଇଁ ବାକି ରହିଲା ଆଉ କେବଳ ଦୁଇ ମାସ। ଏଥିପାଇଁ ବିଜେପି ଆଗୁଆ 100ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା ଯୋଜନା କରୁଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ୍ ଶାହ ପ୍ରମୁଖ ହେଭିୱେଟଙ୍କ ନାଁ ରହିପାରେ। ଏନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
