Advertisment

କାହାକୁ ଡରୁଛି ବିଜେଡି ?

ବିଜେଡିର ନୂଆ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ଜାରି କରାଯାଇଛି। ତାଲିକାଟିକୁ ଦେଖିଲେ ଲାଗୁଛି ସତେ ଯେପରି ବିଜେଡିରେ ବରିଷ୍ଠ ନେତା ଅଲୋଡ଼ା ହୋଇପଡ଼ିଛନ୍ତି। ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରେ ଦେବି ମିଶ୍ର ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ବରିଷ୍ଠ ନେତାମାନଙ୍କ ନାଁ ନାହିଁ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ 4ଟି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।

author-image
Manoj Swain

ବିଜେଡିର ନୂଆ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ଜାରି କରାଯାଇଛି। ତାଲିକାଟିକୁ ଦେଖିଲେ ଲାଗୁଛି ସତେ ଯେପରି ବିଜେଡିରେ ବରିଷ୍ଠ ନେତା ଅଲୋଡ଼ା ହୋଇପଡ଼ିଛନ୍ତି। ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରେ ଦେବି ମିଶ୍ର ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ବରିଷ୍ଠ ନେତାମାନଙ୍କ ନାଁ ନାହିଁ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ୪ଟି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।

Advertisment
Bjd Leader Odisha Politics