Advertisment

‘ସରକାରୀ ଅର୍ଥରେ ଦଳୀୟ ରାଜନୀତି କାହିଁକି?’

ମହିଳାମାନେ ରାଜନୀତିକୁ ଆସିବାରେ ଆମର କୌଣସି ଦୁଇ ମତ ନାହିଁ। ଆମେ ସ୍ୱାଗତ କରିବୁ। କିନ୍ତୁ ସରକାର ସେମାନଙ୍କୁ ବ୍ୟବହାର କରିବା, ସରକାରୀ ଅର୍ଥକୁ ନେଇ ରାଜନୀତି କରିବାକୁ ଆମେ ନିଶ୍ଚିତ ବିରୋଧ କରିବୁ। ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ସରକାରୀ ଅର୍ଥରେ ସେମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି ଏବଂ ସେମାନଙ୍କୁ ରାଜନୀତିରେ ବ୍ୟବହାର କରାଯାଉଛି। ସରକାରୀ ଅର୍ଥରେ ଆପଣ ରାଜନୀତି କରିପାରିବେ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ।

BjD Odisha Odisha Politics Shg Politics Congress Mission Shakti
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe