ଭର୍ତ୍ତୃହରି କାହାକୁ କରୁଛନ୍ତି ଗୁହାରି? | Odisha Reporter
ଦେଶରେ ଏବେ ଅଧିକାଂଶ ରାଜ୍ୟରେ ସମ୍ବିଧାନ ବହିର୍ଭୁତ କ୍ଷମତା କେନ୍ଦ୍ରକୁ ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ କ୍ଷୋଭ ପ୍ରକାଶ କରିଛନ୍ତି। ନିଜ ଖବର କାଗଜର ଧ୍ୱନି ପ୍ରତିଧ୍ୱନି ସ୍ତମ୍ଭରେ 'ରାଜନୀତିର ବାଟ ହୁଡ଼ିଯାଇଛୁ କି ଆମେ?’ ଶୀର୍ଷକ ଲେଖାରେ ବିଭିନ୍ନ ରାଜ୍ୟରେ କ୍ଷମତାରେ ଥିବା ଆଞ୍ଚଳିକ ଦଳର ଆଭିମୁଖ୍ୟକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
