ଅଦ୍ୟତନ ହୋଇଛି
ସଚିବ ବଡ଼ ନା ସହିଦ ବଡ଼ ? | Martyr Disrespected During 5T Secretary\'s Visit | Odisha Reporter
Advertisment
ଗୋଟିଏ ପଟେ 5-T ସଚିବଙ୍କ କାର୍ଯ୍ୟକ୍ରମ, ଅନ୍ୟପଟେ ଚିତା ଜଳାଇବା ପାଇଁ ସଜବାଜ। ପୂରା ଜିଲ୍ଳାରେ ଘାଇଁ ଘାଇଁ ହେଲିକ୍ୟାପଟରରେ ବୁଲିଥିଲେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ। ସଚିବଙ୍କ ସୁରକ୍ଷା ପାଇଁ ଛୋଟରୁ ବଡ଼ ସମସ୍ତ ପୋଲିସ ଓ ପ୍ରାଶାସନିକ ଅଧିକାରୀ ନିୟୋଜିତ ହୋଇଥିଲେ। ହେଲେ ଜଣେ ଶହୀଦ ଯବାନଙ୍କୁ ଭୁଲିଗଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us