କିଏ ସତ… କିଏ ମିଛ ? | Odisha Reporter
ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଖବରକାଗଜ ସଂସ୍ଥା ନାଁରେ ଋଣ ଜାଲିଆତି ମାମଲାରେ EOWର ଖୋଳତାଡ଼। ଏ ମାମଲାରେ EOW ମଙ୍ଗଳବାର ବି କିଛି ସାକ୍ଷୀ ଓ ଅଭିଯୋଗକାରୀଙ୍କୁ ପଚରାଉଚରା କରିଛି। ଏପଟେ କ୍ରାଇମବ୍ରାଞ୍ଚର EOW ଅଫିସରେ ହାଜର ହୋଇଥିଲେ ସମ୍ବାଦ ଖବରକାଗଜର ମାନବ ସମ୍ବଳ ବିଭାଗ ମୁଖ୍ୟ ବୈଜୟନ୍ତୀ କର। EOWର ନୋଟିସ୍ ମୁତାବକ ସେ ପହଞ୍ଚିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
