ବିଜେଡି ପାଖରେ ଉତ୍ତର ନାହିଁ ! | Odisha Reporter
ରହସ୍ୟମୟୀ ମହିଳାଙ୍କୁ ନେଇ ବିଜେଡି କାହିଁକି ଚୁପ ? ବିରୋଧିଙ୍କ ପ୍ରଶ୍ନର ଉତ୍ତର ଦେବା ବଦଳରେ ନେତାଙ୍କୁ ପାଗଳ କହୁଛନ୍ତି। ମହିଳାଙ୍କୁ ନେଇ ବିଜେଡିର ଅସମ୍ଭବ ନୀରବତାକୁ ନେଇ ଝଡ ଦେଖାଦେଇଥିବା ବେଳେ ସୋଶାଲ ମିଡିଆରେ ପ୍ରଶ୍ନ କରି ସରକାରଙ୍କୁ ଟାଣିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
