ରହସ୍ୟମୟୀ ମହିଳାଙ୍କୁ ନେଇ ବିଜେଡି କାହିଁକି ଚୁପ ? ବିରୋଧିଙ୍କ ପ୍ରଶ୍ନର ଉତ୍ତର ଦେବା ବଦଳରେ ନେତାଙ୍କୁ ପାଗଳ କହୁଛନ୍ତି। ମହିଳାଙ୍କୁ ନେଇ ବିଜେଡିର ଅସମ୍ଭବ ନୀରବତାକୁ ନେଇ ଝଡ ଦେଖାଦେଇଥିବା ବେଳେ ସୋଶାଲ ମିଡିଆରେ ପ୍ରଶ୍ନ କରି ସରକାରଙ୍କୁ ଟାଣିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।