Advertisment

ବିଜେଡିରେ ନିଷ୍ପତ୍ତି ନେଉଛି କିଏ?

କେମିତି ହୁଏ ବିଜେଡିରେ କମିଟି ଗଠନ, ପଦାରେ ପକାଇଲା ଜଗତସିଂହପୁର। ଜିଲ୍ଲା କମିଟିରେ ଉପସଭାପତି ଭାବରେ ଜ୍ୟୋତିକାନ୍ତ ପରିଡ଼ାଙ୍କୁ ସାମିଲ କରିବା ପରେ ଏହା କେବଳ ଜିଲ୍ଲା ନୁହେଁ ବରଂ ସାରା ରାଜ୍ୟରେ ହେଉଥିବା କମିଟିର ଗୁମର ଖୋଲିଛି। ଜଗତସିଂହପୁର ଜିଲ୍ଲା ବିଜେଡିରେ ବଡ଼ ଧରଣର ଫାଟ ଜାଣିବା ପରେ ଏଥିରେ ତାଳି ପକାଇବାକୁ ନିକଟରେ ଉଦ୍ୟମ କରିଥିଲେ ସଭାପତି।

Odisha BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe