Advertisment

ପିସିସି ଟିମ୍ ପାଇଁ କଣ୍ଟା କିଏ ?

ଆଉ ଦୁଇ ମାସ ପରେ ପିସିସି ସଭାପତି ଭାବରେ ଦାୟିତ୍ୱ ନେବାକୁ ବର୍ଷେ ପୁରିବ। ହେଲେ ଏହାରି ଭିତରେ ନିଜ କମିଟି ଗଠନ କରିପାରିଲେ ନାହିଁ ଶରତ ପଟ୍ଟନାୟକ। ସଭାପତି ପଦରେ ବସିବା ପରେ ପ୍ରଥମେ ଦଳକୁ ସଙ୍ଗଠିତ କରିବା ପାଇଁ ପିସିସି କମିଟି ଗଠନ କରିବା କଥା। ଏହା ପରେ ଜିଲ୍ଲା, ବ୍ଲକ, ବୁଥ ଓ ଓ୍ୱାର୍ଡ ସ୍ତରକୁ ଯିବା କଥା। ହେଲେ ଏଯାଏ ତାହା ହୋଇ ପାରି ନାହିଁ। ଯେଉଁଥିପାଇଁ କଂଗ୍ରେସ କର୍ମୀଙ୍କର ଆଉ ଉତ୍ସାହ ରହୁନି।

author-image
Manoj Swain

Odisha Politics Pradesh Congress Committee Sarat Patnaik