ପାଣ୍ଡିଆନଙ୍କ ସଭାରେ ଏ କିଏ ? | Odisha Reporter
ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ଓ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ୧୯ ଅଗଷ୍ଟରେ ନିମାପଡ଼ା ଓ କାକଟପୁର ଗସ୍ତ କରିଥିଲେ । ଅଭିଯୋଗ ଶୁଣିଲେ, ମନ୍ଦିର-ମସଜିଦ-ଚର୍ଚ୍ଚର ବିକାଶ ପାଇଁ ସାତ ଦିନ ସମୟ ନେଲେ । ପାନୀୟ ଜଳ ପହଁଚିବ । କଲେଜକୁ 5Tରେ ଅନ୍ତ୍ରର୍ଭୁକ୍ତ କରାଯିବ ବୋଲି ଘୋଷଣା କଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
