Advertisment

ପାଣ୍ଡିଆନଙ୍କ ସଭାରେ ଏ କିଏ ?

ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ଓ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ୧୯ ଅଗଷ୍ଟରେ ନିମାପଡ଼ା ଓ କାକଟପୁର ଗସ୍ତ କରିଥିଲେ ।

ଅଦ୍ୟତନ ହୋଇଛି
Advertisment

ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ଓ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ୧୯ ଅଗଷ୍ଟରେ ନିମାପଡ଼ା ଓ କାକଟପୁର ଗସ୍ତ କରିଥିଲେ । ଅଭିଯୋଗ ଶୁଣିଲେ, ମନ୍ଦିର-ମସଜିଦ-ଚର୍ଚ୍ଚର ବିକାଶ ପାଇଁ ସାତ ଦିନ ସମୟ ନେଲେ । ପାନୀୟ ଜଳ ପହଁଚିବ । କଲେଜକୁ 5Tରେ ଅନ୍ତ୍ରର୍ଭୁକ୍ତ କରାଯିବ ବୋଲି ଘୋଷଣା କଲେ ।

Advertisment
Vk Pandian Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe