Advertisment

କିଏ ସେହି ଦକ୍ଷିଣୀ ମନ୍ତ୍ରୀ?

ନବୀନଙ୍କ ମନ୍ତ୍ରୀମଣ୍ଡଳର ଜଣେ ରାଷ୍ଟ୍ର ମନ୍ତ୍ରୀଙ୍କ ନାଁରେ ପ୍ରତାରଣା ଅଭିଯୋଗ ଆସିଛି। ମନ୍ତ୍ରୀଙ୍କ ଭିଡିଓ ବୁଲୁଥିବା ନେଇ ସିଧାସଳଖ ଅଭିଯୋଗ ଆଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚର୍ଚ୍ଚା ହେଉଛି ନୂଆକରି ରାଷ୍ଟ୍ରମନ୍ତ୍ରୀ ହୋଇଥିବା ଜଣେ ମନ୍ତ୍ରୀଙ୍କ କୁଆଡ଼େ ନିଜ ଦଳର ଜଣେ ନେତ୍ରୀଙ୍କ ସହ ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା। ଗତ ପ୍ରାୟ ୮ ଦିନ ପୂର୍ବରୁ ଏହି ମନ୍ତ୍ରୀଙ୍କ ବିରୁଦ୍ଧରେ ପ୍ରତାରଣା ଓ ଦୁଷ୍କର୍ମ ଭଳି ସଙ୍ଗୀନ ମାମଲାରେ ଏଫଆଇଆର ରୁଜୁ କରିବାକୁ ସମ୍ପୃକ୍ତ ନେତ୍ରୀଜଣଙ୍କ ଥାନାକୁ ଯାଇଥିଲେ।

Naveen Patnaik Bjp BjD Odisha Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe