ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ମେ ୧୦ତାରିଖରେ ସେଠାରେ ମତଦାନ କରାଯିବ। ତାରିଖ ଘୋଷଣା ହେବା ମାତ୍ରେ ଝାରସୁଗୁଡ଼ାରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ଏହି ଆସନରୁ ଜିତିଥିବା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏହି ନିର୍ବାଚନ କରାଯାଉଛି। ସେହି ଦୃଷ୍ଟିରୁ ବିଜେଡ଼ି ଏହି ଆସନରୁ ନବ ଦାସଙ୍କ ପରିବାରରୁ ଜଣେ କାହାକୁ ପ୍ରାର୍ଥୀ କରିପାରେ। ଚର୍ଚ୍ଚା ଅନୁସାରେ ନବଙ୍କ ଝୀଅ ଦିପାଳୀ କିମ୍ୱା ତାଙ୍କ ପୁଅ ବିଶାଲ ଦାସ ଏଠାରୁ ପ୍ରାର୍ଥୀ ହେଇପାରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଇଭିଏମ୍ ପ୍ରସଙ୍ଗରେ କଂଗ୍ରେସର ସାଥ ଦେଲେନି ଓମାର ଅବଦୁଲ୍ଲା
ଆଶା ଅନୁଯାୟୀ ଫଳାଫଳ ନମିଳିଲେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇବା ଭୁଲ୍ ବୋଲି କହିଲେ ଓମାର ଅବଦୁଲ୍ଲା। କଂଗ୍ରେସକୁ କଲେ ସମାଲୋଚନା।
Politics
ମହାରାଷ୍ଟ୍ରରେ ଛିଡ଼ିଲା ଅଙ୍କ; ମନ୍ତ୍ରୀ ଭାବେ ଶପଥ ନେଲେ ୩୯ ବିଧାୟକ
ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାଗପୁରରେ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ। ଏହି ମନ୍ତ୍ରୀ ପରିଷଦର କାର୍ଯ୍ୟକାଳ ମାତ୍ର ଅଢ଼େଇ ବର୍ଷ ହେବ ବୋଲି ମିଳିଛି ସୂଚନା।
Politics
‘ଆଉ କେହି ନବୀନ ବାବୁଙ୍କୁ ଛାଡ଼ିବେନି’
‘ବିଜେପିର ରାଜ୍ୟସଭାରେ ସଂଖ୍ୟା ନାହିଁ। ତେଣୁ ସେମାନେ ଏଭଳି କାମ କରୁଛନ୍ତି।’
Politics
‘ଯେଉଁମାନେ ଦଳ ପାଇଁ କିଛି କରି ନାହାନ୍ତି, ସେମାନେ ଖସୁଛନ୍ତି’
ତୃଣମୂଳ ସ୍ତରରେ ବିଜେଡି ଏବେ ବି ସୁଦୃଢ଼ ରହିଛି ବୋଲି କହିଛନ୍ତି ପୂର୍ବତନ ବିଧାୟକ ସୁଧୀର ସାମଲ।
Politics
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସାଂସଦ-ବିଧାୟକ କଥା କଟାକଟି
ସ୍ଥିତିକୁ ମୁଖ୍ୟମନ୍ତ୍ରୀ ସମ୍ଭାଳିନେବା ସହିତ ଜଗନ୍ନାଥ ସାଗରର ବିକାଶ ନେଇ ଦେଇଥିଲେ ପ୍ରତିଶ୍ରୁତି।